பொருள் : ଅନ୍ୟକୁ ଛାଡ଼ି ବା ଅନ୍ୟ କିଛି ନାହିଁ
							எடுத்துக்காட்டு : 
							ଏହି ସମୟରେ କେବଳ ଭଗବାନ ହିଁ ତାକୁ ସହାୟତା କରିପାରିବେ  ମୁଁ ଖାଲି ଏମିତି ପଚାରୁଛି
							
பிற மொழிகளில் மொழிபெயர்ப்பு :
பொருள் : ଯାହା କୌଣସି ସମୟ ବା କାରଣ ବଶତଃ ଉପଯୋଗରେ ଆସେନାହିଁ
							எடுத்துக்காட்டு : 
							ଆଜି ମୋର ଗଣିତ ପିରିୟଡ୍ ଖାଲି ଥିଲା
							
பிற மொழிகளில் மொழிபெயர்ப்பு :
பொருள் : ଯାହାର ଭିତର ସ୍ଥାନ ଶୂନ୍ୟ ବା ଭର୍ତ୍ତି ହୋଇନାହିଁ
							எடுத்துக்காட்டு : 
							ଭିଖାରୀର ଖାଲିପାତ୍ରରେ ବାଟୋଇ କିଛି ପଇସା ପକେଇ ଦେଲେ
							
பிற மொழிகளில் மொழிபெயர்ப்பு :
Holding or containing nothing.
An empty glass.பொருள் : ଯେ କୌଣସି କାମରେ ବ୍ୟସ୍ତ ନୁହେଁ
							எடுத்துக்காட்டு : 
							ମୁଁ ଏବେ ଖାଲି ଅଛି
							
ஒத்த சொற்கள் : କର୍ମଶୂନ୍ୟ
பிற மொழிகளில் மொழிபெயர்ப்பு :