பொருள் : କୌଣସି ସ୍ଥାନ,ପରିସ୍ଥିତି ଆଦିର ସାମାନ୍ୟ ସ୍ଥିତି ବା ବାତାବରଣ ଓ ତାହାର ଲୋକଙ୍କଉପରେ ପଡ଼ୁଥିବା ପ୍ରଭାବ
							எடுத்துக்காட்டு : 
							ଆପଣଙ୍କ କଥାରୁ ବିଦ୍ରୋହର ବାସ୍ନା ଆସୁଛି
							
ஒத்த சொற்கள் : ବାସ୍ନା
பிற மொழிகளில் மொழிபெயர்ப்பு :
பொருள் : ବାୟୁରେ ମିଶିଥିବା କୌଣସି ବସ୍ତୁର କ୍ଷୁଦ୍ର ଅଂଶର ପ୍ରସାର ଯାହାର ଜ୍ଞାନ ବା ଅନୁଭବ ନାକରେ ହୁଏ
							எடுத்துக்காட்டு : 
							ଜଙ୍ଗଲ ଅତିକ୍ରମ କରୁଥିବା ସମୟରେ ଜଙ୍ଗଲୀ ପୁଷ୍ପଗୁଡ଼ିକର ମହକ ଆସୁଥିଲା
							
ஒத்த சொற்கள் : ବାସ, ମହକ, ସୁଗନ୍ଧ
பிற மொழிகளில் மொழிபெயர்ப்பு :
The sensation that results when olfactory receptors in the nose are stimulated by particular chemicals in gaseous form.
She loved the smell of roses.