பொருள் : ରାଜପଥ ବା ଦୀର୍ଘ ସଡ଼କକଡ଼ରେ ତିଆରି ହୋଇଥିବା ଏକ ପ୍ରକାରର ହୋଟେଲ ଯେଉଁଠି ଲୋକେ ଖିଆପିଆ ସହିତ କିଛି ସମୟ ବିଶ୍ରାମ ବି କରନ୍ତି
							எடுத்துக்காட்டு : 
							ରାତ୍ରି ଯାତ୍ରା କାରଣରୁ ଆମେ ଆମେ ଏକ ଢାବାରେ ଖାଇଲୁ
							
ஒத்த சொற்கள் : ଢାବା
பிற மொழிகளில் மொழிபெயர்ப்பு :
பொருள் : ଯାତ୍ରୀମାନେ ବିଶ୍ରାମ ନେଉଥିବା ସ୍ଥାନ
							எடுத்துக்காட்டு : 
							କେଦାରନାଥ ଯାତ୍ରା ସମୟରେ ଆମେ ଗୋଟିଏ ପାନ୍ଥଶାଳାରେ ବିଶ୍ରାମ କରିଥିଲୁ
							
ஒத்த சொற்கள் : ପାନ୍ଥଶାଳା, ଯାତ୍ରୀ ବିଶ୍ରାମାଗାର, ସରାଇଘର, ସରେଇଖାନା, ସରେଇଘର
பிற மொழிகளில் மொழிபெயர்ப்பு :
यात्रियों के ठहरने का स्थान।
केदारनाथ जाते समय हमने एक सराय में विश्राम किया था।பொருள் : ପ୍ରାଚୀନ କାଳରେ ବାଟରେ ପଡ଼ୁଥିବା ଯେଉଁ ସ୍ଥାନରେ ଯାତ୍ରୀମାନେ ବିଶ୍ରାମ କରନ୍ତି ବା ଗାଡ଼ି ବଦଳାଇଥାନ୍ତି
							எடுத்துக்காட்டு : 
							ଯାତ୍ରାକୁ ସଫଳ କରିବାପାଇଁ ସ୍ଥାନେ ସ୍ଥନେ ଡାକବଙ୍ଗଳା ତିଆରି କରାଯାଇଥିଲା
							
ஒத்த சொற்கள் : ଡାକବଙ୍ଗଳା
பிற மொழிகளில் மொழிபெயர்ப்பு :