பொருள் : ଡାକ ବ୍ୟବସ୍ଥାଦ୍ୱାରା ନେବାଆଣିବା କରାଯାଉଥିବା ଚିଠି ଆଦି
							எடுத்துக்காட்டு : 
							ଡାକବାଲା ପ୍ରତିଦିନ ଚାରିଟାବେଳକୁ ଡାକ ଆଣେ
							
பிற மொழிகளில் மொழிபெயர்ப்பு :
பொருள் : ନିଲାମ ସମୟରେ ବଡ଼ ପାଟିରେ ଜିନିଷର ଦାମ୍ ଡାକିବା କ୍ରିୟା
							எடுத்துக்காட்டு : 
							ମୁଁ ଏହି ଜିନିଷ ପାଇଁ ଶହେ ଟଙ୍କା ପର୍ଯ୍ୟନ୍ତ ଡାକ ଲଗାଇ ପାରିବି
							
ஒத்த சொற்கள் : ଡାକରା
பிற மொழிகளில் மொழிபெயர்ப்பு :
பொருள் : ଯାତ୍ରାର ଏଭଳି ବ୍ୟବସ୍ଥା ଯେଉଁଥିରେ ପ୍ରତ୍ୟେକ ରହଣି ପରେ ପଶୁ ବା ଯାନକୁ ବଦଳା ଯାଇଥାଏ
							எடுத்துக்காட்டு : 
							ଦୂରଦୂରାନ୍ତରକୁ ଯାତ୍ରା କରିବାନିମନ୍ତେ ଆଗକାଳରେ ଡାକ ବ୍ୟବସ୍ଥା ଥିଲା
							
பிற மொழிகளில் மொழிபெயர்ப்பு :
सवारी का ऐसा प्रबंध जिसमें हर पड़ाव पर बराबर जानवर या यान आदि बदले जाते हों।
सुदूर क्षेत्रों में यात्रा करने के लिए पहले डाक की व्यवस्था थी।பொருள் : ରାଷ୍ଟ୍ର ତରଫରୁ ଚିଠିପତ୍ର, ପାର୍ସଲ ଆଦିର ଦିଆନିଆ ବ୍ୟବସ୍ଥା
							எடுத்துக்காட்டு : 
							ମୁଁ ମୋର ଚିଠି ଡାକରେ ପଠେଇଛି
							
பிற மொழிகளில் மொழிபெயர்ப்பு :
The system whereby messages are transmitted via the post office.
The mail handles billions of items every day.பொருள் : କାହାରିକୁ ଡାକିବାପାଇଁ ଯୋର୍ରେ କରାଯାଉଥିବା ଶବ୍ଦ
							எடுத்துக்காட்டு : 
							ମାଲିକର ଡାକ ଶୁଣି ଚାକର ଦୌଡ଼ି ଦୌଡ଼ି ଆସିଲା
							
பிற மொழிகளில் மொழிபெயர்ப்பு :