பொருள் : ଲେଖିବା ବା ଚିତ୍ରଆଦି କରିବାପାଇଁ ଏକ ସୂକ୍ଷ୍ମଅଗ୍ରବିଶିଷ୍ଟ ଉପକରଣ
							எடுத்துக்காட்டு : 
							ଚିତ୍ରକାର ତୂଳିକାଦ୍ୱାରା ଚିତ୍ର ଆଙ୍କୁଛି
							
ஒத்த சொற்கள் : ତୂଳୀ
பிற மொழிகளில் மொழிபெயர்ப்பு :
பொருள் : ବିଶେଷ ପ୍ରକାରରେ ତିଆରି ହୋଇଥିବା ଏକପ୍ରକାରର ହାଲୁକା ତୁଳା ଭର୍ତ୍ତି ରେଜେଇ
							எடுத்துக்காட்டு : 
							ଶୀତ ଦିନରେ ହିଁ ତୂଳି କାମରେ ଆସେ
							
ஒத்த சொற்கள் : ତୁଳା ରେଜେଇ, ତୂଳି, ତୂଳୀ
பிற மொழிகளில் மொழிபெயர்ப்பு :