பொருள் : ଯେଉଁ ନଳାରେ ମଇଳା ପାଣି ବହେ
							எடுத்துக்காட்டு : 
							ଘରଗୁଡ଼ିକର ନଳାପାଣି ଗଳିରେ ଜମା ହେଲେ ବିଭିନ୍ନ ପ୍ରକାରର ରୋଗ ଉତ୍ପନ୍ନ ହୋଇଥାଏ
							
ஒத்த சொற்கள் : ନଳା
பிற மொழிகளில் மொழிபெயர்ப்பு :
பொருள் : ଯେଉଁ ଜଳମାର୍ଗରେ ବର୍ଷାପାଣି ବହେ
							எடுத்துக்காட்டு : 
							ଲଗାଣ ବର୍ଷା ହେବାରୁ ନାଳଗୁଡ଼ିକ ଉଛୁଳି ପଡ଼ୁଛି
							
பிற மொழிகளில் மொழிபெயர்ப்பு :
A passage for water (or other fluids) to flow through.
The fields were crossed with irrigation channels.பொருள் : ଏହି ବଡ଼ ନଳା ଯେଉଁଥିରେ ବର୍ଷା ପାଣି ବା ମଇଳା ପାଣିଆଦି ପ୍ରବାହିତ ହୁଏ
							எடுத்துக்காட்டு : 
							ଏହି ନଳାର ପାଣି ସହରଠାରୁ ଦୂରରେ ଏକ ନଦୀରେ ଯାଇପଡ଼ିଛି
							
ஒத்த சொற்கள் : ନଳା
பிற மொழிகளில் மொழிபெயர்ப்பு :