பொருள் : ମୁଁହ, ଆଖି, ଘା’ଆଦିରେ ଝରୁଥିବା ତରଳ ପଦାର୍ଥ
							எடுத்துக்காட்டு : 
							ତାର ଦୁଇ ଆଖିରୁ ବରାବର ପାଣି ନିଗୁଡ଼ୁଛି
							
பிற மொழிகளில் மொழிபெயர்ப்பு :
பொருள் : କୌଣସି ଜିନିଷ ଉପରେ ରାସାୟନିକ ପ୍ରକ୍ରିୟାରେ ଲେପନ କରାଯାଇଥିବା ସୁନା କିମ୍ବା ରୂପାଆଦିର ହାଲୁକା ପୁଟ
							எடுத்துக்காட்டு : 
							ବଣିଆ ମୁଦି ଉପରେ ସୁନାଲେପ ଦେଉଛି
							
பிற மொழிகளில் மொழிபெயர்ப்பு :
The application of a thin coat of metal (as by electrolysis).
platingபொருள் : ନଦୀ, ଜଳାଶୟ, ବର୍ଷାଆଦିରୁ ମିଳୁଥିବା ତରଳ ପଦାର୍ଥ ଯାହା ପିଇବା,ଗାଧୋଇବା,କ୍ଷେତରେ ଜଳସେଚନ କାର୍ଯ୍ୟରେ ଆସେ
							எடுத்துக்காட்டு : 
							ଜଳ ହିଁ ଜୀବନର ଆଧାର
							
ஒத்த சொற்கள் : ଅମ୍ବୁ, ଜଳ, ନୀର, ସଲିଳ
பிற மொழிகளில் மொழிபெயர்ப்பு :
नदी, जलाशय, वर्षा आदि से मिलने वाला वह द्रव पदार्थ जो पीने, नहाने, खेत आदि सींचने के काम आता है।
जल ही जीवन का आधार है।