பொருள் : କୌଣସି କାମ ଠିକ ଭାବରେ ସମ୍ପୂର୍ଣ୍ଣ କରିବା ବ୍ୟବସ୍ଥା
							எடுத்துக்காட்டு : 
							ଶ୍ୟାମ ଧର୍ମାନୁଷ୍ଠାନର ସମ୍ପୂର୍ଣ୍ଣ ଯୋଗାଡ଼ କରିଛି
							
ஒத்த சொற்கள் : ଆୟୋଜନ, ବନ୍ଦୋବସ୍ତ, ବ୍ୟବସ୍ଥା, ଯୋଗାଡ଼
பிற மொழிகளில் மொழிபெயர்ப்பு :
The act of managing something.
He was given overall management of the program.பொருள் : ଗୀତ ଅବା ବାଜାରେ ବୋଲରେ ବଜାଯାଉଥିବା ଶବ୍ଦ
							எடுத்துக்காட்டு : 
							ମୃଦଙ୍ଗର ବୋଲରେ ନର୍ତ୍ତକୀ ନାଚିବାରେ ଲାଗିଲା
							
பிற மொழிகளில் மொழிபெயர்ப்பு :
பொருள் : କୌଣସି ବିଷୟରେ ସବିସ୍ତାର ବିବେଚନା ଯେଉଁଥିରେ ତା ସମ୍ବନ୍ଧିତ ଅନେକ ମତ, ବିଚାର, ମନ୍ତବ୍ୟଆଦିର ତୁଳନାତ୍ମକ ଏବଂ ପାଣ୍ଡିତ୍ୟପୂର୍ଣ୍ଣ ବିବେଚନା ହୁଏ
							எடுத்துக்காட்டு : 
							ନିବନ୍ଧକାର ଏହି ନିବନ୍ଧ ମାଧ୍ୟମରେ ଜାତିବାଦର ବିରୋଧ କରିଛନ୍ତି
							
பிற மொழிகளில் மொழிபெயர்ப்பு :
An analytic or interpretive literary composition.
essay