பொருள் : କୌଣସି ବସ୍ତୁ, ବ୍ୟକ୍ତିଙ୍କର ଅବିକଳ ତିଆରି ହୋଇଥିବା ପ୍ରତିକୃତି
							எடுத்துக்காட்டு : 
							ସେ ନିଜ କୋଠରିରେ ମହାପୁରୁଷମାନଙ୍କ ଫଟୋ ଲଗାଇରଖିଛନ୍ତି
							
பிற மொழிகளில் மொழிபெயர்ப்பு :
பொருள் : କ୍ୟାମେରାରୁ ବାହାର କରାଯାଇଥିବା ଚିତ୍ର
							எடுத்துக்காட்டு : 
							ଏହି ଆବେଦନପତ୍ର ଉପରେ ଆପଣଙ୍କର ଏକ ଫଟୋ ବି ଲଗାନ୍ତୁ
							
ஒத்த சொற்கள் : ଛାୟାଚିତ୍ର
பிற மொழிகளில் மொழிபெயர்ப்பு :
किसी वस्तु, व्यक्ति आदि का फोटोकैमरे से निकाला हुआ चित्र।
इस आवेदनपत्र पर अपना एक फोटो भी चिपका दीजिए।பொருள் : ଦେବତାଙ୍କ ପଦରୁ ତିଆରି ହୋଇଥିବା ଚିହ୍ନ ଯାହାର ପୂଜା କରା ଯାଇଥାଏ
							எடுத்துக்காட்டு : 
							ଏହି ପୂଜାଘରେ ଅଧିକାଂଶ ଦେବତାଙ୍କ ପଦକ ତିଆରି ହୋଇଅଛି
							
பிற மொழிகளில் மொழிபெயர்ப்பு :
देवी-देवताओं के पैरों के बनाये हुए वे चिह्न जिनकी पूजा की जाती है।
इस पूजाघर में अधिकांश देवताओं के पदक बने हुए हैं।