பொருள் : ମୂର୍ଚ୍ଛାଆଦି ଅବସ୍ଥାରେ ମୁଁହରୁ ବାହାରୁଥିବା ଫେଣ
							எடுத்துக்காட்டு : 
							ମୂର୍ଚ୍ଛିତ ବ୍ୟକ୍ତି ଛଟପଟ ହେଉଥିଲା ଓ ତା ମୁଁହରୁ ବଚ ବି ବାହାରୁଥିଲା
							
ஒத்த சொற்கள் : ଫେଣ
பிற மொழிகளில் மொழிபெயர்ப்பு :
பொருள் : ବିଶେଷକରି ସନ୍ତସନ୍ତିଆ ଭୂମି ଅବା ନଦୀନାଳର ପଠାରେ ମିଳୁଥିବା ଏକ ଔଷଧୀୟ ବୃକ୍ଷ
							எடுத்துக்காட்டு : 
							ଘୋଡାବଚର ଚେରକୁ କାଶ, ମୂତ୍ରରୋଗ,ମାନସିକ ରୋଗ ଆଦିରେ ବ୍ୟବହାର କରାଯାଏ
							
ஒத்த சொற்கள் : ଉଗ୍ରଗନ୍ଧା, ଘୋଡାବଚ, ଶତପର୍ଣ୍ଣିକା
பிற மொழிகளில் மொழிபெயர்ப்பு :
Perennial marsh plant having swordlike leaves and aromatic roots.
acorus calamus, calamus, flagroot, myrtle flag, sweet calamus, sweet flag