பொருள் : ବାହାରେ ଥିବା ଖୁଣ୍ଟ ଯେଉଁଥିରେ କୌଣସି ବଲ୍ବ ଆଦି ଲାଗିଥାଏ
							எடுத்துக்காட்டு : 
							ସଡକର କଡରେ ଥିବା ବତୀଖୁଣ୍ଟର ତଳେ ଠିଆ ହୋଇ ସେହି ଦୁଇଜଣ କଥାବାର୍ତ୍ତା କରୁଛନ୍ତି
							
ஒத்த சொற்கள் : ବତୀ ଖୁଣ୍ଟ, ଲ୍ୟାମ୍ଫ ପୋଷ୍ଟ, ଲ୍ୟାମ୍ଫପୋଷ୍ଟ
பிற மொழிகளில் மொழிபெயர்ப்பு :
वह बाहरी खंभा आदि जिस पर कोई बल्ब आदि लगा हो।
वे दोनों सड़क के किनारे लगे बिजली के खंभे के नीचे खड़े होकर बात-चीत कर रहे हैं।A metal post supporting an outdoor lamp (such as a streetlight).
lamppost