பொருள் : ଯାହାକୁ ଛଡ଼ାଯାଇଥାଏ ବା ତ୍ୟାଗ କରାଯାଇଥାଏ ବା ଅଲଗା କରାଯାଇଥାଏ
							எடுத்துக்காட்டு : 
							ସମାଜରୁ ବିତାଡ଼ିତ ଲୋକମାନଙ୍କ ଘରେ ସମାଜର କୌଣସି ବ୍ୟକ୍ତି ତା ଝିଅକୁ ବିବାହ କରାଏନାହିଁ
							
ஒத்த சொற்கள் : ବହିଷ୍କୃତ
பொருள் : ଯେଉଁମାନେ ବାଦ୍ ପଡ଼ିଥାନ୍ତି
							எடுத்துக்காட்டு : 
							ପ୍ରତିଯୋଗିତାରୁ ବହିଷ୍କୃତ ଖେଳାଳୀମାନଙ୍କୁ ଆଉ ଥରେ ସୁଯୋଗ ଦିଆଯିବ
							
ஒத்த சொற்கள் : ବହିଷ୍କୃତ
பிற மொழிகளில் மொழிபெயர்ப்பு :
பொருள் : ଯେ ଖେଳରେ ଷ୍ଟ୍ରାଇକଆଉଟ ଯୋଗୁଁ ବହିଷ୍କାର ହୋଇଯାଇଥାଏ
							எடுத்துக்காட்டு : 
							ବହିଷ୍କୃତ ଖେଳାଳି ନିରାଶ ଥିଲା
							
ஒத்த சொற்கள் : ଦୂରୀକୃତ, ବହିଷ୍କୃତ, ବାହାରକରାଯାଇଥିବା
பிற மொழிகளில் மொழிபெயர்ப்பு :