பொருள் : ଗୋଳାବାରୁଦ ଆଦି ଫୁଟି ହେଉଥିବା ଶବ୍ଦ
							எடுத்துக்காட்டு : 
							ଜୋରରେ ବିସ୍ଫୋଟନ ହେଲା ଏବଂ ଦେଖୁ ଦେଖୁ ଏକ ବିରାଟ ଅଟ୍ଟାଳିକା ମାଟିରେ ମିଶିଗଲାବମ୍ ବିସ୍ଫୋଟନ ଶୁଣି ଭିଡ଼ ଛିନ୍ନ-ଛତ୍ର ହୋଇଗଲା
							
ஒத்த சொற்கள் : ଧମାକା
பிற மொழிகளில் மொழிபெயர்ப்பு :
பொருள் : ଭିତରେ ଭର୍ତ୍ତିହୋଇଥିବା ନିଆଁ ବା ଗରମର ଫୁଟି ଉଠିବା କାରଣରୁ ବାହାରକୁ ଆସିବାର କ୍ରିୟା
							எடுத்துக்காட்டு : 
							ଆଗ୍ନେୟଗିରିର ବିସ୍ଫୋରଣରେ ବହୁତ କ୍ଷତି ହେଲା
							
ஒத்த சொற்கள் : ବିସ୍ଫୋରଣ
பிற மொழிகளில் மொழிபெயர்ப்பு :
பொருள் : ଭିତରର ଉତ୍ତାପରେ ବାହାର ଅଂଶ ଗରମ ହେବା ଓ ଫାଟିଯିବାର କ୍ରିୟା
							எடுத்துக்காட்டு : 
							ବମ୍ ବିସ୍ଫୋଟନରେ କୋଡ଼ିଏ ଜଣ ଲୋକଙ୍କ ପ୍ରାଣ ଚାଲିଗଲା
							
ஒத்த சொற்கள் : ବିସ୍ଫୋରଣ
பிற மொழிகளில் மொழிபெயர்ப்பு :