பொருள் : କାହା ସମ୍ମୁଖରେ କିଛି ବିଶେଷ ବିଷୟ ମୌଖିକ ରୂପେ ବର୍ଣ୍ଣନା କରିବା
							எடுத்துக்காட்டு : 
							ଆଜି ଦଶଟା ବେଳେ ଶିକ୍ଷକଙ୍କର ଅଭିଭାଷଣ ଅଛି
							
ஒத்த சொற்கள் : ଅଭିଭାଷଣ, ବକ୍ତୃତା
பிற மொழிகளில் மொழிபெயர்ப்பு :
A speech that is open to the public.
He attended a lecture on telecommunications.பொருள் : ସମ୍ବୋଧିତ କରିବାର କ୍ରିୟା
							எடுத்துக்காட்டு : 
							ଆଜିକାଲିର ନେତାମାନଙ୍କର ଭାଷଣର ଶବ୍ଦ ଫମ୍ପା
							
ஒத்த சொற்கள் : ସମ୍ବୋଧନ
பிற மொழிகளில் மொழிபெயர்ப்பு :
பொருள் : ବୟାନ ଦେବାର କ୍ରିୟା ବା ଭାବ
							எடுத்துக்காட்டு : 
							ମନ୍ତ୍ରୀଙ୍କର ଭାଷଣରେ କେହି ସନ୍ତୁଷ୍ଟ ହେଲେନାହିଁ
							
பிற மொழிகளில் மொழிபெயர்ப்பு :
பொருள் : ବହୁତ ଲୋକଙ୍କ ସାମନାରେ କୌଣସି ବିଷୟର ସବିସ୍ତୃତ କଥନ
							எடுத்துக்காட்டு : 
							ଗାନ୍ଧିଜୀଙ୍କ ଭାଷଣ ଶୁଣିବା ନିମନ୍ତେ ଦୂର ଦୂରାନ୍ତରରୁ ଲୋକ ଆସୁଥିଲେ
							
ஒத்த சொற்கள் : ବକ୍ତୃତା, ସ୍ପିଚ୍
பிற மொழிகளில் மொழிபெயர்ப்பு :
A speech that is open to the public.
He attended a lecture on telecommunications.