பொருள் : ମାରିବାପାଇଁ ବନ୍ଦ ମୁଠା
							எடுத்துக்காட்டு : 
							ମୋହନ ସୋହନକୁ ମୁଥ ମାରିଲା
							
பிற மொழிகளில் மொழிபெயர்ப்பு :
பொருள் : ବାରିକ ନିଜର ଖୁର, କଇଁଚିଆଦି ଉପକରଣ ରଖୁଥିବା ପାତ୍ର
							எடுத்துக்காட்டு : 
							ବାରିକ ମୁଠିରୁ କଇଁଚି ବାହାରକଲା ଏବଂ ବାଳ କାଟିବାକୁ ଲାଗିଲା
							
ஒத்த சொற்கள் : କ୍ଷୁରମୁଠି
பிற மொழிகளில் மொழிபெயர்ப்பு :
பொருள் : ଆଙ୍ଗୁଠିଗୁଡ଼ିକୁ ଏକାଠି କରି ମୋଡ଼ି ପାପୁଲି ଉପରେ ଚାପି ରଖିବା ଫଳରେ ହେଉଥିବା ମୁଦ୍ରା ବା ରୂପ
							எடுத்துக்காட்டு : 
							ପିଲାଟି ଟଙ୍କାକୁ ନିଜ ମୁଠାରେ ବନ୍ଦ କରି ଦେଲା
							
பிற மொழிகளில் மொழிபெயர்ப்பு :
பொருள் : ଯେତିକି ବସ୍ତୁ ମୁଠାଭିତରେ ରହିପାରିବ
							எடுத்துக்காட்டு : 
							ସେ ତିନି ଚାରି ମୁଠା ଚାଉଳ ବାହାରକରି ଭିକାରୀକୁ ଦେଲେ
							
ஒத்த சொற்கள் : ମୁଠା
பிற மொழிகளில் மொழிபெயர்ப்பு :