பொருள் : ଆସୁଥିବା ବ୍ୟକ୍ତିଙ୍କୁ ଆଦର ବା ସମ୍ନାନ ଦେଖାଇବା
							எடுத்துக்காட்டு : 
							ଭଗବାନ ଶ୍ରୀକୃଷ୍ଣ ବିଦୂରଙ୍କୁ ଅତିଥିସତ୍କାର କରି ବହୁତ ପ୍ରସନ୍ନ ହେଲେ  ବିଦେଶୀ ଲୋକେ ଭାରତୀୟ ଶିଷ୍ଟାଚାରରେ ବହୁତ ପ୍ରଭାବିତ ହୋଇଥାନ୍ତି
							
ஒத்த சொற்கள் : ଅତିଥିସତ୍କାର, ଅତିଥିସେବା
பிற மொழிகளில் மொழிபெயர்ப்பு :
अतिथि का आदर या सम्मान।
भगवान कृष्ण विदुर के अतिथि-सत्कार से बहुत ही प्रसन्न हुए।பொருள் : ମନ, ରୁଚି, ଆଚାରବିଚାର ଆଦିକୁ ପରିଷ୍କୃତ ତଥା ଉନ୍ନତ କରିବାର କାର୍ଯ୍ୟ
							எடுத்துக்காட்டு : 
							ପିଲାମାନଙ୍କୁ ଭଲ ସଂସ୍କାର ଦେବା ପ୍ରତ୍ୟେକ ମାଆ-ବାପାଙ୍କ କର୍ତ୍ତବ୍ୟ
							
ஒத்த சொற்கள் : ସଂସ୍କାର
பிற மொழிகளில் மொழிபெயர்ப்பு :
பொருள் : ଶିଷ୍ଟ ବା ସଭ୍ୟ ଆଚରଣ
							எடுத்துக்காட்டு : 
							ଶିଷ୍ଟାଚାରଯୋଗୁଁ ମଣିଷ ସମାଜରେ ସମ୍ମାନ ପାଏ
							
பிற மொழிகளில் மொழிபெயர்ப்பு :
பொருள் : ଶିଷ୍ଟ ରୂପରେ ବା ଶିଷ୍ଟତା ସହିତ
							எடுத்துக்காட்டு : 
							ସମସ୍ତଙ୍କ ସହିତ ଶିଷ୍ଟତା ସହ ବ୍ୟବହାର କରିବା ଆବଶ୍ୟକ
							
ஒத்த சொற்கள் : ଶାଳୀନତା ସହ, ଶିଷ୍ଟତାପୂର୍ବକ, ଶିଷ୍ଟତାସହ, ସଭ୍ୟଭାବେ
பிற மொழிகளில் மொழிபெயர்ப்பு :
शिष्ट रूप से या शिष्टता के साथ।
सबके साथ शिष्टतः व्यवहार करना चाहिए।