பொருள் : ଯୋଗ ସାଧନର ଚରମାବସ୍ଥା
							எடுத்துக்காட்டு : 
							ସନ୍ଥ ସମାଧିରେ ଲୀନ ହୋଇଛନ୍ତି
							
ஒத்த சொற்கள் : ଧ୍ୟାନାବସ୍ଥା
பிற மொழிகளில் மொழிபெயர்ப்பு :
பொருள் : ଯେଉଁ ସ୍ଥାନରେ କୌଣସି ପ୍ରସିଦ୍ଧ ବ୍ୟକ୍ତିଙ୍କ ମୃତ ଶରୀର ବା ଅସ୍ଥିଆଦି ପୋତା ହୋଇଥାଏ
							எடுத்துக்காட்டு : 
							ରାଜଘାଟରେ ଗାନ୍ଧୀଜୀଙ୍କ ସମାଧି ଅଛି
							
பிற மொழிகளில் மொழிபெயர்ப்பு :
वह स्थान जहाँ किसी (विशेषकर प्रसिद्ध व्यक्ति) का मृत शरीर या अस्थियाँ आदि गाड़ी गई हों।
राजघाट में गाँधीजी की समाधि है।பொருள் : ଶବ ଆଦିକୁ ମାଟିତଳେ ପୋତିବାର ପ୍ରକ୍ରିୟା
							எடுத்துக்காட்டு : 
							ଅପରାଧୀ ଶବକୁ ଘର ଭିତରେ ହିଁ ସମାଧି ଦେଇଥିଲା
							
ஒத்த சொற்கள் : କବର
பிற மொழிகளில் மொழிபெயர்ப்பு :
பொருள் : ଋଷି, ସନ୍ଥମାନଙ୍କର ସେହି ଅବସ୍ଥା ଯେଉଁଥିରେ ସେମାନଙ୍କ ସଜ୍ଞା ବା ଚେତନା ନଷ୍ଟ ହୋଇଯାଏ ଏବଂ ସେମାନେ ପ୍ରାଣ ତ୍ୟାଗ କରନ୍ତି
							எடுத்துக்காட்டு : 
							ମହର୍ଷି ଦଧିଚି ଦେବତାଙ୍କ କଲ୍ୟାଣପାଇଁ ସମାଧି ନେଇଥିଲେ
							
பிற மொழிகளில் மொழிபெயர்ப்பு :
ऋषियों, संतों आदि की वह अवस्था जिसमें उनकी संज्ञा या चेतना नष्ट हो जाती है और वे अपने प्राण का त्याग कर देते हैं।
महर्षि दधिचि ने देव कल्याण हेतु समाधि ले ली थी।