பொருள் : ସହଜ ହେବାର ଅବସ୍ଥା ବା ଭାବ
							எடுத்துக்காட்டு : 
							ମୋପାଇଁ ଯେଉଁ କାମ କଠିନ ଥିଲା ତାହାକୁ ଅରୁଣା ବଡ଼ ସହଜରେ କରିଦେଲା
							
ஒத்த சொற்கள் : ସରଳ, ସରଳତା, ସହଜ, ସହଜତା
பிற மொழிகளில் மொழிபெயர்ப்பு :
Freedom from difficulty or hardship or effort.
He rose through the ranks with apparent ease.பொருள் : ଯେଉଁ ସ୍ଥିତିରେ କୌଣସି କାମ କରିବାରେ କଠିନତା ବା ବାଧା ନ ଥାଏ
							எடுத்துக்காட்டு : 
							ଅନ୍ୟ ଅପେକ୍ଷା ଆପଣଙ୍କ ସହିତ କାମ କରିବାରେ ବହୁତ ସୁବିଧା ଅଛି
							
ஒத்த சொற்கள் : ସୁବିଧା
பிற மொழிகளில் மொழிபெயர்ப்பு :
Freedom from difficulty or hardship or effort.
He rose through the ranks with apparent ease.