பொருள் : ଅପକାର କରିବା ବାଲା ବ୍ୟକ୍ତି
							எடுத்துக்காட்டு : 
							ଅପକାରୀ କେବେ ସୁଖୀ ରହେନାହିଁ
							
ஒத்த சொற்கள் : ଅନିଷ୍ଟକାରୀ, ଅପକର୍ତ୍ତା, ଅପକାର କର୍ତ୍ତା, ଅପକାରକ, ଅପକାରୀ
பிற மொழிகளில் மொழிபெயர்ப்பு :
अपकार करने वाला व्यक्ति।
अपकारी कभी सुखी नहीं रहता है।பொருள் : ଯେ ଅନର୍ଥ ବା ଧ୍ୱଂସ କରେ
							எடுத்துக்காட்டு : 
							ଗୁଜୁରାଟରେ ଆସିଥିବା ଅନର୍ଥକାରୀ ଭୂମିକମ୍ପ ବହୁତ ଲୋକଙ୍କୁ ଅନାଥ କରିଦେଲା
							
பிற மொழிகளில் மொழிபெயர்ப்பு :
பொருள் : ଅପକାର କରିବା ଲୋକ ବା ଯେ ଅପକାଋ କରେ
							எடுத்துக்காட்டு : 
							ଅପକାରୀ ବ୍ୟକ୍ତି କେତେବେଳେ ବି ଶାନ୍ତିରେ ଶୋଇପାରେ ନାହିଁ
							
ஒத்த சொற்கள் : ଅନିଷ୍ଟକାରୀ, ଅନୁପକାରୀ, ଅପକର୍ତ୍ତା, ଅପକାରକ, ଅପକାରୀ
பிற மொழிகளில் மொழிபெயர்ப்பு :