பொருள் : ଶିକ୍ଷାପ୍ରାପ୍ତ କରିବାପାଇଁ ଗୁରୁଙ୍କପାଖରେ ବା ସାଙ୍ଗରେ ରହୁଥିବା ଶିଷ୍ୟ ବା ଚେଲା
							எடுத்துக்காட்டு : 
							ପ୍ରାଚୀନକାଳରେ ଅନ୍ତେବାସୀଙ୍କ ପାଇଁହିଁ ଶିକ୍ଷା ସୁଲଭ ଥିଲା
							
பிற மொழிகளில் மொழிபெயர்ப்பு :
A pupil who lives at school during term time.
boarderபொருள் : ଗାଁ ବାହାରେ ବସବାସ କରୁଥିବା ଗୋଷ୍ଠୀ ବା ସମାଜ
							எடுத்துக்காட்டு : 
							ଅନ୍ତେବାସୀ ବେଳେବେଳେ ଗାଁକୁ ମଧ୍ୟ ଆସନ୍ତି
							
ஒத்த சொற்கள் : ଅଂତେବାସୀ
பிற மொழிகளில் மொழிபெயர்ப்பு :
गाँव के बाहर बसने वाला वर्ग या समाज।
अंतावशायी कभी-कभी गाँव भी आ जाते हैं।பொருள் : ଯେ ଗୁରୁକୁଳରେ ରହେ
							எடுத்துக்காட்டு : 
							ଗୁରୁକୁଳବାସୀ ବିଦ୍ୟାର୍ଥୀ  ହୋଇ କୃଷ୍ଣ ଜ୍ଞାନ ଲାଭ କରିଥିଲେ
							
ஒத்த சொற்கள் : ଗୁରୁକୁଳବାସୀ
பிற மொழிகளில் மொழிபெயர்ப்பு :
जो गुरुकुल में रहता हो।
कृष्ण ने गुरुकुलवासी विद्यार्थी बनकर ज्ञान प्राप्त किया।