உறுப்பினராவதற்கு
பக்க முகவரியை கிளிப்போர்டில் நகலெடுக்கவும்.
பொருள் : ଯେଉଁ ବ୍ୟକ୍ତିର କୌଣସି ବିଶେଷ କ୍ଷେତ୍ରରେ ଜ୍ଞାନ, ଅନୁଭବ ଆଦି କମ ଥାଏ
எடுத்துக்காட்டு : ବିଜ୍ଞାନ କ୍ଷେତ୍ରରେ ଆଜି ବି ଆପଣ ଅନଭିଜ୍ଞ
ஒத்த சொற்கள் : ଅନଭିଜ୍ଞ
பிற மொழிகளில் மொழிபெயர்ப்பு :हिन्दी
वह व्यक्ति जिसे किसी विशेष क्षेत्र में ज्ञान, अनुभव आदि की कमी हो।
பொருள் : ଯାହା କମ୍ ପାଚିଛି
எடுத்துக்காட்டு : ରାମ ଦରପାଚିଲା ଆମ୍ବ ଖାଉଛି
ஒத்த சொற்கள் : ଅଧାକଞ୍ଚା, ଅଧାପାଚିଲା, ଦରପାଚିଲା
பிற மொழிகளில் மொழிபெயர்ப்பு :हिन्दी English
जो कम पका हुआ हो।
Insufficiently cooked.
பொருள் : ଯାହା ପାଚି ନାହିଁ
எடுத்துக்காட்டு : ଶ୍ୟାମ କଞ୍ଚାଫଳ ଖାଉଛି
ஒத்த சொற்கள் : ଅପକ୍ୱ, କଞ୍ଚା
जो पका हुआ न हो।
பொருள் : ଯାହାକୁ ଚୁଲିରେ ରୋଷେଇ କରିଥିଲେ ମଧ୍ୟ ଠିକ ଭାବରେ ସିଝି ନ ଥାଏ
எடுத்துக்காட்டு : ଆଜି ତରବର ଯୋଗୁଁ ତରକାରି ଦରସିଝା ରହିଗଲା
ஒத்த சொற்கள் : ଅଧାସିଝା, ଅପକ୍ୱ, କଞ୍ଚା, ଦରସିଝା
जो आँच पर पकाने के बाद भी ठीक से न पका या गला हो।
பொருள் : ଯାହା ସମ୍ପୂର୍ଣ୍ଣରୂପେ ବିକଶିତ ହୋଇନାହିଁ
எடுத்துக்காட்டு : ଅପରିପକ୍ୱ ବ୍ୟକ୍ତି, ପରିପକ୍ୱ ବ୍ୟକ୍ତି ଉପରେ ନିର୍ଭର କରେ
जो पूरी तरह से विकसित न हो।
Being in the earliest stages of development.
நிறுவு