பொருள் : ବିଧିପୂର୍ବକ ସ୍ନାନ କରାଯାଇଥିବା ବା ଯାହାର ଅଭିଷେକ କରାଯାଇଛି
							எடுத்துக்காட்டு : 
							ପୂଜାରୀ ଅଭିଷିକ୍ତ ଫୁଲସବୁ ଭକ୍ତମାନଙ୍କ ମଧ୍ୟରେ ବାଣ୍ଟୁଛନ୍ତି
							
ஒத்த சொற்கள் : ସ୍ନାତ
பிற மொழிகளில் மொழிபெயர்ப்பு :
विधिपूर्वक स्नान कराया हुआ या जिसका अभिषेक किया गया हो।
पुजारी अभिषिक्त पुष्पों को भक्तों में बाँट रहे हैं।பொருள் : ଯାହା ଛିଞ୍ଚା ଯାଇଛି
							எடுத்துக்காட்டு : 
							ଜଳ ସେଚିତ ଖେତକୁ ଯାଅ ନାହିଁ, ପାଦରେ ଭିଜା ମାଟି ଲାଗିଯିବଏହି ଚିଠି ଅଶ୍ରୁରେ ସିକ୍ତ ହୋଇଛି
							
பிற மொழிகளில் மொழிபெயர்ப்பு :
பொருள் : ଯାହାର ଅଭିଷେକ କରାଯାଇଛି
							எடுத்துக்காட்டு : 
							ଅଭିଷିକ୍ତ ରାଜକୁମାର ନିଜର କାର୍ଯ୍ୟ ଭାର ଭଲରେ ନିର୍ବାହ କରୁଛନ୍ତି
							
பிற மொழிகளில் மொழிபெயர்ப்பு :