பொருள் : ଅସହାୟ ହେବାର ଅବସ୍ଥା
							எடுத்துக்காட்டு : 
							ଭିକାରୀକୁ ଦେଖି ତାର ଅସହାୟତା ବିଷୟରେ ଅନୁମାନ କରିହେଉଥିଲା
							
பிற மொழிகளில் மொழிபெயர்ப்பு :
The condition of being a child without living parents.
His early orphanage shaped his character as an adult.பொருள் : ଅସହାୟ ହେବାର ଅବସ୍ଥା ବା ଭାବ
							எடுத்துக்காட்டு : 
							ଗରିବ ପିଲାମାନଙ୍କ ଅସହାୟତାରୁ ଲାଭ ଉଠାଇବା ଭଳି କିଛି ଭୁଲ କରିବା ଉଚିତ ନୁହେଁ
							
ஒத்த சொற்கள் : ନିଃସହାୟତା, ନିରାଶ୍ରୟତା
பிற மொழிகளில் மொழிபெயர்ப்பு :
असहाय होने की अवस्था या भाव।
गरीब बच्चों की असहायता का लाभ उठाने से कोई नहीं चूकता।பொருள் : ନାଚାର ହେବାର ଅବସ୍ଥା ବା ଭାବ
							எடுத்துக்காட்டு : 
							ବେଳେବେଳେ ନିରୁପାୟତା ଯୋଗୁଁ ଲୋକ ଖରାପ କାମ ବି କରିଥାନ୍ତି
							
ஒத்த சொற்கள் : ନାଚାରଭାବ, ନିରୁପାୟତା, ବାଧ୍ୟବାଧକତା
பிற மொழிகளில் மொழிபெயர்ப்பு :
A feeling of being unable to manage.
helplessness