பொருள் : ପ୍ରତ୍ୟେକ ମୁହୂର୍ତ୍ତ ବା ପ୍ରତ୍ୟେକ ସମୟ
							எடுத்துக்காட்டு : 
							ଆମେ ସବୁବେଳେ ସତ କହିବା
							
ஒத்த சொற்கள் : ଅନବଧି, ଅନବରତ, ଅହର୍ନିଶ, ଦିନରାତି, ନିରନ୍ତର, ନିଶିଦିବସ, ସଦାବେଳେ, ସବୁବେଳେ, ସବୁସମୟରେ, ସର୍ବଦା, ହରଦମ
பிற மொழிகளில் மொழிபெயர்ப்பு :
हर एक पल या हर समय।
हमें हमेशा सत्य बोलना चाहिए।பொருள் : ବିନା ବିରାମରେ, ବିନା କ୍ରମଭଙ୍ଗରେ ବା ନ ଅଟକି
							எடுத்துக்காட்டு : 
							ଦୁଇ ଘଣ୍ଟା ଧରି ଲଗାତାର ବର୍ଷା ହେଉଛି  ସଚିନ ଲାଗଲାଗ ଛକା ଲଗେଇଚାଲିଛି
							
ஒத்த சொற்கள் : ଅନବରତ, ଅବିରତ, ଅବିରାମ, ଅବିଶ୍ରାନ୍ତ, ଧମାଧମ, ନିରନ୍ତର, ଲଗାତାର, ଲାଗଲାଗ
பிற மொழிகளில் மொழிபெயர்ப்பு :
बिना विराम के या बिना रुके या बिना क्रम-भंग के।
दो घंटे से लगातार बारिश हो रही है।