பொருள் : ବହୁତ ଅଧିକ ଭରିଯିବା କାରଣରୁ ପାଣି ଉବୁଟୁବୁ ହୋଇ ଏପାଖସେପାଖ ବୋହିବାର କ୍ରିୟା
							எடுத்துக்காட்டு : 
							ନଦୀ ଉଛୁଳିବାରୁ ବନ୍ଧ ଭାଙ୍ଗିଗଲା
							
பிற மொழிகளில் மொழிபெயர்ப்பு :
பொருள் : ହର୍ଷ ବା ଉତ୍ସାହର ଢେଉ ଉଛୁଳିବା
							எடுத்துக்காட்டு : 
							ନାତି ହେବାର ଖୁସିରେ ଜେଜେମା ଉଛୁଳୁଚନ୍ତି
							
பிற மொழிகளில் மொழிபெயர்ப்பு :
हर्ष या उमंग से फूले न समाना।
पोता पाने की खुशी में दादी फुदक रही हैं।