பொருள் : ଧାତୁ, ପଥର, ବା କାଠ ଆଦିରେ ତିଆରି ହୋଇଥିବା ଯେଉଁ ପଟା ଉପରେ କିଛି ଲେଖା ବା ତିଆରି କରାଯାଇଥାଏ ବା ଯାହା ମାଧ୍ୟମରେ କିଛି ସୂଚନା ଦିଆଯାଇଥାଏ
							எடுத்துக்காட்டு : 
							ଗୁରୁଜୀ କଳାପଟାରେ ଗଣିତ ବୁଝାଉଛନ୍ତି
							
ஒத்த சொற்கள் : ବୋର୍ଡ଼
பிற மொழிகளில் மொழிபெயர்ப்பு :
பொருள் : ବିଦ୍ୟାଳୟର ଶ୍ରେଣୀରେ କାନ୍ଥରେ ଥିବା ଯେଉଁ କଳା ରଙ୍ଗର ପଥରରେ ଲେଖିବା କାର୍ଯ୍ୟରେ ଲାଗେ
							எடுத்துக்காட்டு : 
							କଳାପଟାରେ ପ୍ରତିଦିନ ନୂଆ ନୂଆ ନୀତିବାକ୍ୟ ଲେଖାଯାଏ
							
ஒத்த சொற்கள் : ବ୍ଲାକ୍ ବୋର୍ଡ଼୍
பிற மொழிகளில் மொழிபெயர்ப்பு :
काला पत्थर जो विद्यालय की कक्षा की दीवारों पर लिखने के लिए लगा होता है।
श्यामपट्ट पर रोज़ नया नीति-वाक्य लिखा जाता है।பொருள் : କାଠରେ ନିର୍ମିତ ଯେଉଁ କଳା ରଙ୍ଗର ଚାରିକୋଣିଆ ପଟା ଉପରେ ଲେଖାଯାଏ
							எடுத்துக்காட்டு : 
							ଶିକ୍ଷକ କଳାପଟାରେ ଉତ୍ତର ଲେଖୁଛନ୍ତି
							
ஒத்த சொற்கள் : ବ୍ଲାକବୋର୍ଡ଼୍
பிற மொழிகளில் மொழிபெயர்ப்பு :
लकड़ी का बना हुआ काले रंग का चौकोर फलक जिस पर लिखते हैं।
गुरुजी तख़्ते पर गणित का सवाल लिख रहे हैं।