பொருள் : କୌଣସି ସୁନ୍ଦର ବା ପ୍ରିୟ ମନୁଷ୍ୟ ବା ବସ୍ତୁ ଉପରେ ପଡ଼ୁଥିବା ଦୃଷ୍ଟିର ଖରାପ ପ୍ରଭାବ
							எடுத்துக்காட்டு : 
							ଲୋକଙ୍କ ନଜର ଦୃଷ୍ଟିରୁ ବଞ୍ଚାଇବାପାଇଁ ମା’ ତାର ପିଲା ମଥାରେ କଳା ଟୋପା ଲଗାଇଦେଲେ
							
ஒத்த சொற்கள் : କୁନଜର, ଖରାପ ଦୃଷ୍ଟି, ନଜର
பிற மொழிகளில் மொழிபெயர்ப்பு :
A look that is believed to have the power of inflicting harm.
evil eye