பொருள் : ଏକ ପ୍ରକାରର ମିଠେଇ ଯାହା ମଇଦା ଖାସ୍ତା ମିଶା ଅଟାକୁ ତେଲ ବା ଘିଅରେ ଛାଣି ଚିନି ସିରାରେ ବୁଡ଼ାଇ ତିଆରି କରାଯାଇଥାଏ
							எடுத்துக்காட்டு : 
							ଶୀଲା ଫେଣୀ ଖାଉଛି
							
ஒத்த சொற்கள் : ଫେଣୀ
பிற மொழிகளில் மொழிபெயர்ப்பு :
एक प्रकार की मिठाई जो मैदे के मोयन डले आटे को तेल या घी में तलकर, उसे चाशनी में डुबाकर बनाई जाती है।
शीला माठ खा रही है।பொருள் : ଗଜା ଉଠିଆସିବାର ଅବସ୍ଥା ବା ଭାବ
							எடுத்துக்காட்டு : 
							ବିଲରେ ଗହମ ମଞ୍ଜି ଭଲ ଗଜା ହୋଇଛି
							
பிற மொழிகளில் மொழிபெயர்ப்பு :
Combining into a solid mass.
consolidationபொருள் : ମଞ୍ଜିରୁ ବାହାରିଥିବା ପ୍ରଥମ ଛୋଟ କୋମଳ କାଣ୍ଡ ଯେଉଁଥିରୁ ନୂଆ ପତ୍ର ବାହାରିଥାଏ
							எடுத்துக்காட்டு : 
							କ୍ଷେତରେ ବୁଟରୁ ଗଜା ବାହାରି ଆସୁଛି
							
பிற மொழிகளில் மொழிபெயர்ப்பு :
A newly grown bud (especially from a germinating seed).
sproutபொருள் : ମଞ୍ଜି ଗଜା ହେବାର ପ୍ରକ୍ରିୟା
							எடுத்துக்காட்டு : 
							କ୍ଷେତରେ ସବୁ ବୁଟ  ଗଜା ହୋଇନାହିଁ
							
ஒத்த சொற்கள் : ଅଙ୍କୁରଣ
பிற மொழிகளில் மொழிபெயர்ப்பு :