பொருள் : ଧାର୍ମିକ କାର୍ଯ୍ୟ ସମୟର ଏକ ରୀତି ଯେଉଁଥିରେ ସ୍ୱାମୀ ଓ ସ୍ତ୍ରୀଙ୍କ ଲୁଗାକାନିକୁ ବାନ୍ଧିଦିଆଯାଏ
							எடுத்துக்காட்டு : 
							ସତ୍ୟନାରାୟଣ ବ୍ରତ କଥା ଶୁଣିବାବେଳେ ପୂଜକ ଯଜମାନ ଦମ୍ପତିଙ୍କ ଗଇଣ୍ଠିଆଳ ପକାଇଦେଲେ
							
ஒத்த சொற்கள் : ଗଇଣ୍ଠିଆଳ
பிற மொழிகளில் மொழிபெயர்ப்பு :
The prescribed procedure for conducting religious ceremonies.
ritualபொருள் : ବିବାହର ଏକ ରୀତି ଯେଉଁଥିରେ ବର ଓ କନ୍ୟାଙ୍କ ଲୁଗାକୁ ପରସ୍ପର ଗଣ୍ଠି ପକାଯାଇଥାଏ
							எடுத்துக்காட்டு : 
							ପଣ୍ଡିତ ମହାଶୟ ବରକନ୍ୟାଙ୍କ ଗଣ୍ଠିବନ୍ଧନ କରାଇଲେ
							
ஒத்த சொற்கள் : ଗଣ୍ଠିବନ୍ଧା
பிற மொழிகளில் மொழிபெயர்ப்பு :
The prescribed procedure for conducting religious ceremonies.
ritual