பொருள் : କୌଣସି ବସ୍ତୁ ଉପରେ ଅନ୍ୟ ଏକ ବସ୍ତୁ ଜୋରରେ ଆସି ଖସିପଡ଼ିବା କ୍ରିୟା (ଯାହାଫଳରେ ବେଳେବେଳେ ଅନିଷ୍ଟ ବା ହାନୀ ହୁଏ)
							எடுத்துக்காட்டு : 
							ସେ ଲାଠିରେ ମୋତେ ଆଘାତ କଲା
							
ஒத்த சொற்கள் : ଆଘାତ କରିବାଚୋଟ, ପାହାର
பிற மொழிகளில் மொழிபெயர்ப்பு :
பொருள் : ଏକ ସଂଖ୍ୟାକୁ ସେହି ସଂଖ୍ୟାରେ ଯେତେ ଥର ଗୁଣନ କରାଯାଏ ସେହି ଆବୃତ୍ତିକୁ ଦର୍ଶାଉଥିବା ସଂଖ୍ୟା, ଯାହାକୁ ଆମେ ସେହି ସଂଖ୍ୟା ଉପରେ ଲେଖିକି ଦର୍ଶାଇଥାଉ
							எடுத்துக்காட்டு : 
							ଦଶ ଘାତ ତିନିର ଅର୍ଥ ଦଶ ଗୁଣିତ ଦଶ ଗୁଣିତ ଦଶ ବା ଏକ ହଜାର ହୋଇଥାଏ
							
ஒத்த சொற்கள் : ଘାତାଙ୍କ
பிற மொழிகளில் மொழிபெயர்ப்பு :
பொருள் : କୌଣସି ମଣିଷ, ପ୍ରାଣୀଆଦିକୁ ଜାଣିବୁଝି କୌଣସି ଉଦ୍ଦେଶ୍ୟରେ ମାରିଦେବାର କ୍ରିୟା
							எடுத்துக்காட்டு : 
							ସେ ନିଜ ପିତାକୁ ହତ୍ୟା କଲା  ପ୍ରାଣୀ ହତ୍ୟା ମହାପାପ
							
ஒத்த சொற்கள் : ଅପଘାତ, ଅବଘାତ, ବଧ, ବିଘାତ, ସଂଘାତ, ହତ୍ୟା
பிற மொழிகளில் மொழிபெயர்ப்பு :
किसी मनुष्य, प्राणी आदि को जान-बूझकर किसी उद्देश्य से मार डालने की क्रिया।
किसी भी प्राणी की हत्या महापाप है।