பொருள் : ଶସ୍ୟ ପେଷିବା ବା ଦଳିବା ପାଇଁ ମାନବ ଚାଳିତ ଏକ ଯନ୍ତ୍ର ଯେଉଁଥିରେ ଦୁଇଟି ଗୋଲ ପଥରଖଣ୍ଡ ଲାଗେ
							எடுத்துக்காட்டு : 
							ଆଜିବି କିଛି ଗ୍ରାମୀଣ ମହିଳା ଚକିରେ ଅଟା ପେଷନ୍ତି
							
பிற மொழிகளில் மொழிபெயர்ப்பு :
பொருள் : ଶସ୍ୟ, ଅନ୍ନ, ଦାନା, ଆଦି ପେଷିବାର ଯନ୍ତ୍ର ଯାହା ବିଜୁଳି, ମୋଟର ଆଦିରେ ଚାଲିଥାଏ
							எடுத்துக்காட்டு : 
							ଏହି କଳର ଅଟା ମୋଟା ହୋଇଥାଏ
							
பிற மொழிகளில் மொழிபெயர்ப்பு :
A mill for grinding grain into flour.
flour millபொருள் : କାଗଜ ଆଦିରେ ତିଆରି ଯେଉଁ ଖେଳନାଟି ପବନ ସହାୟତାରେ ନାଚୁଥାଏ
							எடுத்துக்காட்டு : 
							ଯେତେ ଯୋରରେ ପବନ ବହିବ, ଚକ୍ରି ସେତେ ଯୋରରେ ବୁଲିବ
							
பிற மொழிகளில் மொழிபெயர்ப்பு :
A toy consisting of vanes of colored paper or plastic that is pinned to a stick and spins when it is pointed into the wind.
pinwheel, pinwheel wind collector