பொருள் : କୌଣସି ବସ୍ତୁ, ବ୍ୟକ୍ତିଙ୍କର ଅବିକଳ ତିଆରି ହୋଇଥିବା ପ୍ରତିକୃତି
							எடுத்துக்காட்டு : 
							ସେ ନିଜ କୋଠରିରେ ମହାପୁରୁଷମାନଙ୍କ ଫଟୋ ଲଗାଇରଖିଛନ୍ତି
							
பிற மொழிகளில் மொழிபெயர்ப்பு :
பொருள் : ରଙ୍ଗଦ୍ୱାରା କରାଯାଉଥିବା ଚିତ୍ର
							எடுத்துக்காட்டு : 
							ମୋଦ୍ୱାରା ଏହି ଚିତ୍ର ଅଙ୍କାଯାଇଛି
							
பிற மொழிகளில் மொழிபெயர்ப்பு :
பொருள் : ଛବି, ଲୋକଙ୍କ ସାମ୍ନାରେ ବ୍ୟକ୍ତି, ସଂସ୍ଥା ବା ବସ୍ତୁ ଆଦିର ସାମାନ୍ୟ ପ୍ରଭାବ ପ୍ରସ୍ତୁତ କରେ
							எடுத்துக்காட்டு : 
							ନିଜର କର୍ମ ଅନୁସାରେ ଆମେ ନିଜର ତଥା ଦେଶର ଚିତ୍ରକୁ ବଦଳାଇ ପାରିବୁ
							
பிற மொழிகளில் மொழிபெயர்ப்பு :
The general impression that something (a person or organization or product) presents to the public.
Although her popular image was contrived it served to inspire music and pageantry.பொருள் : କୌଣସି କଥନ, ବିବେଚନ, ବିବରଣ ଇତ୍ୟାଦିକୁ ସ୍ପଷ୍ଟ କରିବପାଇଁ ଉପସ୍ଥିତ କରାଯାଉଥିବା କୌଣସି ବସ୍ତୁର ପ୍ରତିକୃତି
							எடுத்துக்காட்டு : 
							ଛବି ସହାୟତାରେ ପଢ଼ାଇଲେ ପିଲାମାନେ ଶୀଘ୍ର ବୁଝିପାରନ୍ତି
							
பிற மொழிகளில் மொழிபெயர்ப்பு :
Illustrations used to decorate or explain a text.
The dictionary had many pictures.