பொருள் : ମ୍ୟାଗନେଟାଇଟରୁ ପ୍ରସ୍ତୁତ ଗୋଟିଏ ସ୍ଥାୟୀପଥର
							எடுத்துக்காட்டு : 
							ଚୁମ୍ବକ ପଥର ଚୁମ୍ବକ ପରି ଆକର୍ଷିତ କରିବା ବା ଆକର୍ଷିତ ହେବାର କ୍ଷମତା ରହିଥାଏ
							
ஒத்த சொற்கள் : ଅୟସ୍କାନ୍ତ, ଚୁଂବକ ପଥର, ଚୁମ୍ବକ ପଥର
பிற மொழிகளில் மொழிபெயர்ப்பு :
मैगनेटाइट का बना एक स्थायी चुम्बक पत्थर।
चुंबक पत्थर में चुंबक की तरह आकर्षित करने व आकर्षित होने की क्षमता होती है।பொருள் : ଯେଉଁ ପଦାର୍ଥ ଲୁହାକୁ ନିଜ ପାଖକୁ ଟାଣେ
							எடுத்துக்காட்டு : 
							ସେ ଚୁମ୍ବକଦ୍ୱାରା ଲୁହାର ଛୋଟ ଛୋଟ ଖଣ୍ଡଗୁଡ଼ିକୁ ଏକତ୍ର କରୁଛି
							
பிற மொழிகளில் மொழிபெயர்ப்பு :
(physics) a device that attracts iron and produces a magnetic field.
magnet