பொருள் : ଯାହା ଭଙ୍ଗାରୁଜା ଅବସ୍ଥାରେ ଥାଏ
							எடுத்துக்காட்டு : 
							ଏହି ଜୀର୍ଣ୍ଣ ଐତିହାସିକ ଅଟ୍ଟାଳିକାର ମରାମତି ହେବା ଆବଶ୍ୟକ
							
ஒத்த சொற்கள் : ଜର୍ଜର, ଜୀର୍ଣ୍ଣଶୀର୍ଣ୍ଣ
பிற மொழிகளில் மொழிபெயர்ப்பு :
टूटा-फूटा हुआ।
इस जीर्ण ऐतिहासिक इमारत की मरम्मत करना आवश्यक है।In deplorable condition.
A street of bedraggled tenements.பொருள் : ଯାହା ପୁରୁଣା ହୋଇଯିବା କାରଣରୁ କାମରେ ଲାଗେନାହିଁ
							எடுத்துக்காட்டு : 
							ଆମେ ପୁରୁଣା ଲୁଗାକୁ ତ୍ୟାଗକରି ନୂଆ ଲୁଗା ପିନ୍ଧିଲା ପରି ଆତ୍ମା ଜୀର୍ଣ୍ଣ ଶରୀର ତ୍ୟାଗକରି ନୂତନ ଶରୀର ଧାରଣ କରେ
							
ஒத்த சொற்கள் : ଜର୍ଜର
பிற மொழிகளில் மொழிபெயர்ப்பு :