பொருள் : ଭାରତରେ ପ୍ରଚଳିତ ମୁଦ୍ରା
							எடுத்துக்காட்டு : 
							ଭାରତୀୟ ଟଙ୍କାରେ ଗାନ୍ଧୀଜୀଙ୍କର ଫଟୋ ରହିଛି
							
ஒத்த சொற்கள் : ଭାରତୀୟ ଟଙ୍କା
பிற மொழிகளில் மொழிபெயர்ப்பு :
भारत में चलने वाली मुद्रा।
भारतीय रुपयों में गाँधीजी की फोटो है।பொருள் : ଟଙ୍କାଶାଳରେ ଗଢ଼ାଯାଇଥିବା ନିର୍ଦ୍ଦିଷ୍ଟ ମୂଲ୍ୟର ଧାତୁ ଖଣ୍ଡ ଯାହା ବିନିମୟର ସାଧନ ହୋଇଥାଏ
							எடுத்துக்காட்டு : 
							ଆଗକାଳରେ ସୁନା, ରୁପାଆଦିର ମୁଦ୍ରା ପ୍ରଚଳିତ ଥିଲା
							
ஒத்த சொற்கள் : ମୁଦ୍ରା
பிற மொழிகளில் மொழிபெயர்ப்பு :
टकसाल में ढला हुआ निर्दिष्ट मूल्य का धातु का टुकड़ा जो वस्तु विनिमय का साधन होता है।
पुराने ज़माने में सोने, चाँदी आदि के सिक्के चलते थे।பொருள் : ଭାରତରେ ପ୍ରଚଳିତ ହେଉଥିବା ଷୋହଳ ଅଣାର ଏକ ମୁଦ୍ରା
							எடுத்துக்காட்டு : 
							ଜେଜେବାପାଙ୍କ ପାଖରେ ବିଭିନ୍ନ ପ୍ରକାରର ଏକଟଙ୍କିଆ ମୁଦ୍ରା ଥିଲା
							
ஒத்த சொற்கள் : ଏକଟଙ୍କିଆ ମୁଦ୍ରା, ଟଙ୍କିକିଆ ମୁଦ୍ରା
பிற மொழிகளில் மொழிபெயர்ப்பு :
பொருள் : ଭାରତ ଓ ପାକିସ୍ତାନ ଆଦି ଦେଶରେ ପ୍ରଚଳିତ ମୁଦ୍ରା
							எடுத்துக்காட்டு : 
							ଦିନକୁ ଦିନ ଟଙ୍କାର ଅବମୂଲ୍ୟାୟନ ହେଉଅଛି
							
ஒத்த சொற்கள் : ରୂପିୟା
பிற மொழிகளில் மொழிபெயர்ப்பு :