பொருள் : ହାଲୁକା ଧକ୍କା
							எடுத்துக்காட்டு : 
							ଝଟକା ଲାଗିବାରୁ ତା ହାତରୁ ଝୋଲା ପଡ଼ିଗଲା  ଝଟକା ଲାଗିବାରୁ ତାର ନିଦ ଖୋଲିଗଲା
							
ஒத்த சொற்கள் : ଝଟକା
பிற மொழிகளில் மொழிபெயர்ப்பு :
பொருள் : ଚାଲିବା ସମୟରେ କୌଣସି ଅଙ୍ଗ କିଛି ଟାଣ ବସ୍ତୁରେ ଲାଗିଲେ ହେଉଥିବା ଆଘାତ
							எடுத்துக்காட்டு : 
							ଚାଲିବା ସମୟରେ ପଥରରେ ଗୋଡ଼ ମାଡ଼ ହୋଇଗଲା  ଦୁଆରବନ୍ଧରେ ମୁଣ୍ଡ ମାଡ଼ ହୋଇଗଲା
							
பிற மொழிகளில் மொழிபெயர்ப்பு :
वह चोट या आघात जो चलते समय किसी अंग में किसी कड़ी चीज से लगे।
चलते समय पैर में पत्थर से ठोकर लग गई।பொருள் : ଅନିଷ୍ଟକାରୀ ବା ହାନିକାରକ ଭଳି ଜଣାପଡ଼ୁଥିବା କୌଣସି ପ୍ରକାରର ଭୀଷଣ ଆଘାତ
							எடுத்துக்காட்டு : 
							ଅନେକ ଥର ଠୋକର ଖାଇ ସେ ସଚେତନ ହେଲା
							
பிற மொழிகளில் மொழிபெயர்ப்பு :
किसी प्रकार का ऐसा कड़ा या भारी आघात जो बहुत अधिक अनिष्टकर या हानिप्रद सिद्ध हुआ हो।
कई बार ठोकरें खाकर भी वह सचेत नहीं हुआ।