பொருள் : ବେଶ୍ୟା ବା ଛିଣ୍ଡାଳି ସ୍ତ୍ରୀମାନଙ୍କର ଦଲାଲି କରୁଥିବା ବ୍ୟକ୍ତି
							எடுத்துக்காட்டு : 
							କେତେକ ଭାଡ଼ୁଆ ନିରୀହା ଝିଅଙ୍କୁ ନିଜର ଶିକାର ବନାନ୍ତି
							
ஒத்த சொற்கள் : ଭାଡ଼ୁଆ
பிற மொழிகளில் மொழிபெயர்ப்பு :
பொருள் : ଦୋକାନି ସହ ସାମିଲ୍ ହୋଇଥିବା ଦଲାଲ
							எடுத்துக்காட்டு : 
							ଦଲାଲର କଥାରେ ପଡ଼ିବାରୁ ମୁଁ ଦୋକାନି ଦ୍ୱାରା ଠକିଗଲି
							
பிற மொழிகளில் மொழிபெயர்ப்பு :
பொருள் : ସଉଦା କିଣିବା ବା ବିକିବାବେଳେ ଯେଉଁଲୋକ କିଛି ପାରିଶ୍ରମିକ ନେଇ ସାହାଯ୍ୟ କରେ
							எடுத்துக்காட்டு : 
							ଦଲାଲ ମାଧ୍ୟମରେ ମୁଁ ଏହି ଗାଡ଼ି କିଣିଛି
							
ஒத்த சொற்கள் : ଏଜେଣ୍ଟ
பிற மொழிகளில் மொழிபெயர்ப்பு :