பொருள் : କଳା କନାର ଝାଲର ଯାହା ଲୁଗାରେ ଲଗାଯାଇଥାଏ
							எடுத்துக்காட்டு : 
							ଓଢ଼ଣୀର ଧାର ବହୁତ ଭଲ ଲାଗୁଛି
							
பிற மொழிகளில் மொழிபெயர்ப்பு :
பொருள் : ହତିଆରର ଧାରୁଆ ଧାର
							எடுத்துக்காட்டு : 
							ଛୁରୀର ଧାର ଖରାପ ହୋଇଯାଇଛି
							
பிற மொழிகளில் மொழிபெயர்ப்பு :
பொருள் : ମଧ୍ୟ ପ୍ରଦେଶର ଏକ ଜିଲ୍ଲା
							எடுத்துக்காட்டு : 
							ଧାର ଜିଲ୍ଲାର ମୁଖ୍ୟ କାର୍ଯ୍ୟାଳୟ ଧାରରେ ଅବସ୍ଥିତ
							
ஒத்த சொற்கள் : ଧାର ଜିଲ୍ଲା
பிற மொழிகளில் மொழிபெயர்ப்பு :
A region marked off for administrative or other purposes.
district, dominion, territorial dominion, territoryபொருள் : କାହାଠାରୁ ନିଆଯାଇଥିବା ଯେଉଁ ବସ୍ତୁ, ଟଙ୍କଆଦିକୁ ନିର୍ଦ୍ଧିଷ୍ଟ ସମୟରେ ଫେରାଯାଏ
							எடுத்துக்காட்டு : 
							ସେ ବହିକିଣିବା ପାଇଁ ମୋ ଠାରୁ ଦୁଇଶହ ଟଙ୍କା ଉଧାର ନେଲା
							
பிற மொழிகளில் மொழிபெயர்ப்பு :
Money or goods or services owed by one person to another.
debtபொருள் : ପଗଡ଼ିର ଧାର ଯେଉଁଥିରେ କମକୁଟ କରାଯାଇଥାଏ
							எடுத்துக்காட்டு : 
							ନବଯୁବକମାନଙ୍କ ପଗଡ଼ିର ଧାର ବହୁତ ସୁନ୍ଦର ଦିଶୁଥିଲା
							
பிற மொழிகளில் மொழிபெயர்ப்பு :
पगड़ी का छोर जिसमें कलाबत्तू का काम रहता है।
नौजवानों की पगड़ी का चिल्ला बहुत सुन्दर लग रहा है।பொருள் : କୌଣସି କଥା ବା କାମ ଯେଉଁ ଶେଷ ସ୍ଥାନ ପର୍ଯ୍ୟନ୍ତ ହୋଇପାରେ ବା ହେବା ଉଚିତ୍
							எடுத்துக்காட்டு : 
							କୌଣସି କାମ ସୀମା ମଧ୍ୟରେ ରହି କରିବା ଅବଶ୍ୟକ
							
ஒத்த சொற்கள் : ଅବଧି, ଗଣ୍ଡି, ଚୌହଦି, ପରିସୀମା, ସୀମା
பிற மொழிகளில் மொழிபெயர்ப்பு :
The point or degree to which something extends.
The extent of the damage.