பொருள் : କାହାକୁ ଅନ୍ୟ କିଛି ଭାବିବା, ବୁଝିବା କ୍ରିୟା ବା ଭାବ
							எடுத்துக்காட்டு : 
							ଅନ୍ଧାରରେ ଦଉଡ଼ିକୁ ଦେଖି ସାପର ଭ୍ରମ ହୋଇଥାଏ
							
ஒத்த சொற்கள் : ପ୍ରତିଭାସ, ବିଭ୍ରମ, ଭ୍ରମ, ଭ୍ରାନ୍ତଧାରଣା, ଭ୍ରାନ୍ତି, ମିଥ୍ୟାଜ୍ଞାନ
பிற மொழிகளில் மொழிபெயர்ப்பு :
பொருள் : କାହାରି ମିଛ ବ୍ୟହାରରେ ଉତ୍ପନ୍ନ ହେଉଥିବା ଭ୍ରମ
							எடுத்துக்காட்டு : 
							ସିପାହୀକୁ ଧୋକାଦେଇ ଚୋର ଖସି ପଳାଇଲା
							
ஒத்த சொற்கள் : ଚକମା, ଭୂଆଁବୁଲେଇ
பிற மொழிகளில் மொழிபெயர்ப்பு :
Verbal misrepresentation intended to take advantage of you in some way.
hanky panky, hocus-pocus, jiggery-pokery, skulduggery, skullduggery, slickness, trickery