பொருள் : ଚୈତ୍ର ଶୁକ୍ଳ ପ୍ରତିପଦରୁ ନବମୀ ପର୍ଯ୍ୟନ୍ତ ନଅଦିନ ଯେବେ ନବଦୁର୍ଗାଙ୍କ ବ୍ରତ ଓ ପୂଜା ହୁଏ
							எடுத்துக்காட்டு : 
							ଭିଣୋଇ ପ୍ରତିବର୍ଷ ନବରାତ୍ରିରେ ବ୍ରତ କରନ୍ତି
							
ஒத்த சொற்கள் : ନବରାତ୍ର
பிற மொழிகளில் மொழிபெயர்ப்பு :
பொருள் : ଆଶ୍ୱିନ ବା ଅଶିଣ ମାସର ଶୁକ୍ଳ ପକ୍ଷର ପ୍ରଥମ ନ ଦିନ
							எடுத்துக்காட்டு : 
							ନବରାତ୍ରରେ ଦୁର୍ଗାଙ୍କୁ ନଅ ରୂପରେ ପୂଜା କରାଯାଏ
							
ஒத்த சொற்கள் : ନବରାତ୍ର
பிற மொழிகளில் மொழிபெயர்ப்பு :