பொருள் : କାହାରିକୁ ଚିହ୍ନିବାପାଇଁ ବ୍ୟବହୃତ ବା ଦିଆଯାଇଥିବା ଅଙ୍କ ବା ଅଙ୍କ ସମୂହ
							எடுத்துக்காட்டு : 
							ଖେଳାଳୀଙ୍କପାଇଁ ଅଲଗା ଅଲଗା ଅଙ୍କ ନିର୍ଦ୍ଧାରିତ ହୋଇଥାଏ
							
ஒத்த சொற்கள் : ଅଙ୍କ
பிற மொழிகளில் மொழிபெயர்ப்பு :
* किसी की पहचान के लिए प्रयुक्त या दिया गया अंक या अंक समूह।
खिलाड़ियों के लिए अलग-अलग अंक निर्धारित होते हैं।பொருள் : କୌଣସି ପରୀକ୍ଷା ବା ପ୍ରତିଯୋଗିତାରେ ମିଳୁଥିବା ଯେଉଁ ସଂଖ୍ୟାଦ୍ୱାରା ପରୀକ୍ଷାର୍ଥୀ ବା ପ୍ରତିଯୋଗୀଙ୍କ ଶ୍ରେଷ୍ଠତା ବିଷୟରେ ଜାଣିହୁଏ
							எடுத்துக்காட்டு : 
							ସେ ବାର୍ଷିକ ପରୀକ୍ଷାରେ ଚାରିଶହରୁ ତିନିଶହ ନମ୍ବର ରଖିଛିଭାରତ ଏହି ପ୍ରତିଯୋଗିତାରେ ଦଶ ଅଙ୍କ ପାଇ ଦ୍ୱିତୀୟ ସ୍ଥାନରେ ଅଛି
							
ஒத்த சொற்கள் : ଅଙ୍କ
பிற மொழிகளில் மொழிபெயர்ப்பு :
பொருள் : ଖେଳାଳୀମାନଙ୍କୁ ବାରମ୍ବାର ମିଳୁଥିବା ସୁଯୋଗ ଯାହା କୌଣସି କାମ କରିବାରେ ବା ଖେଳିବାରେ ମିଳେ
							எடுத்துக்காட்டு : 
							ଏବେ ରାମର ପାଳି
							
பிற மொழிகளில் மொழிபெயர்ப்பு :