பொருள் : ଯେଉଁ ନଳାରେ ମଇଳା ପାଣି ବହେ
							எடுத்துக்காட்டு : 
							ଘରଗୁଡ଼ିକର ନଳାପାଣି ଗଳିରେ ଜମା ହେଲେ ବିଭିନ୍ନ ପ୍ରକାରର ରୋଗ ଉତ୍ପନ୍ନ ହୋଇଥାଏ
							
ஒத்த சொற்கள் : ନାଳ
பிற மொழிகளில் மொழிபெயர்ப்பு :
பொருள் : ଜଳ ବୋହିଯିବାର ସରୁ ମାର୍ଗ ବା ଛୋଟ ନାଳ
							எடுத்துக்காட்டு : 
							ମଇଳା ଭର୍ତ୍ତି ହୋଇଯିବାହେତୁ ନାଳୀର ମୁହଁ ବନ୍ଦ ହୋଇଯାଇଛି
							
பிற மொழிகளில் மொழிபெயர்ப்பு :
பொருள் : ଏହି ବଡ଼ ନଳା ଯେଉଁଥିରେ ବର୍ଷା ପାଣି ବା ମଇଳା ପାଣିଆଦି ପ୍ରବାହିତ ହୁଏ
							எடுத்துக்காட்டு : 
							ଏହି ନଳାର ପାଣି ସହରଠାରୁ ଦୂରରେ ଏକ ନଦୀରେ ଯାଇପଡ଼ିଛି
							
ஒத்த சொற்கள் : ନାଳ
பிற மொழிகளில் மொழிபெயர்ப்பு :