பொருள் : ନମ୍ରତାପୂର୍ବକ କାହାକୁ କିଛି କହିବା
							எடுத்துக்காட்டு : 
							ମୁଁ ଆପଣଙ୍କୁ ନିବେଦନ କରୁଛି ଯେ ମୋତେ ଘରକୁ ଯିବାକୁ ଦିଅନ୍ତୁ
							
ஒத்த சொற்கள் : ଅନୁନୟ କରିବା, ଅନୁରୋଧ କରିବା, ପ୍ରାର୍ଥନା କରିବା, ବିନତୀ କରିବା, ବିନୟ କରିବା
பிற மொழிகளில் மொழிபெயர்ப்பு :
नम्रतापूर्वक किसी से कुछ कहना।
मैं आपसे यह निवेदन करता हूँ कि मुझे घर जाने दीजिए।பொருள் : ଅତ୍ୟାଚାର,ଦୁଃଖଆଦିରୁ ରକ୍ଷା ନିମନ୍ତେ ଡାକ ପକାଇବା
							எடுத்துக்காட்டு : 
							ସେ ନିଜ ଦଣ୍ଡ କମ୍ କରିବା ନିମନ୍ତେ ରାଷ୍ଟ୍ରପତିଙ୍କୁ ଗୁହାରି କଲା
							
ஒத்த சொற்கள் : ଅପିଲ୍ କରିବା, ଗୁହାରି କରିବା
பிற மொழிகளில் மொழிபெயர்ப்பு :
अत्याचार,दुख आदि से रक्षा के लिए पुकार मचाना।
उसने अपनी सज़ा कम कराने के लिए राष्ट्रपति से फ़रियाद की।