பொருள் : କିଛି କରିବା ବା ନକରିବା ସମ୍ବନ୍ଧରେ ନିଶ୍ଚିତ ନିର୍ଣ୍ଣୟ
							எடுத்துக்காட்டு : 
							ଭୀଷ୍ମ ଆଜୀବନ ବ୍ରହ୍ମଚର୍ଯ୍ୟ ପାଳନ କରିବାକୁ ପ୍ରତିଜ୍ଞା କଲେ
							
ஒத்த சொற்கள் : ନିଶ୍ଚୟ, ପ୍ରତିଜ୍ଞା, ଶପଥ
பிற மொழிகளில் மொழிபெயர்ப்பு :
A verbal commitment by one person to another agreeing to do (or not to do) something in the future.
promiseபொருள் : ସୈନିକଙ୍କ ଚଢ଼ା ଖର୍ଚ୍ଚ
							எடுத்துக்காட்டு : 
							ପଣ ବିଷୟରେ ଚିନ୍ତା ନ କରି ଆପଣ ଚଢ଼ିବାପାଇଁ ପ୍ରସ୍ତୁତ ହୁଅନ୍ତୁ
							
பிற மொழிகளில் மொழிபெயர்ப்பு :
பொருள் : ପଶା, ଜୁଆଆଦି ଖେଳଗୁଡ଼ିକ ସମୟରେ ହାର ଜିତ ପାଇଁ ଖେଳାଳୀ ସାମନାରେ ରଖାଯାଉଥିବା ଧନ, ବସ୍ତୁଆଦି
							எடுத்துக்காட்டு : 
							ଯୁଧିଷ୍ଠିର ପଶା ଖେଳରେ ଦୌପଦୀଙ୍କୁ ବାଜି ଲଗାଇଥିଲେ
							
ஒத்த சொற்கள் : ବାଜି
பிற மொழிகளில் மொழிபெயர்ப்பு :
பொருள் : ଜୁଆରେ କୌଣସି ଲୋକର ଜିମାରେ ବାକି ପଡ଼ିଥିବା ଧନ
							எடுத்துக்காட்டு : 
							ସୋହନକୁ ଦୁଇ ଶହ ଟଙ୍କା ପଣ ଦେବାକୁ ଅଛି
							
பிற மொழிகளில் மொழிபெயர்ப்பு :