பொருள் : ବହୁତ ସୁନ୍ଦର ସ୍ତ୍ରୀ
							எடுத்துக்காட்டு : 
							ଭାରତରେ ଐଶ୍ୱର୍ୟ ରାୟଙ୍କ ଭଳି ପରୀ କମ୍ ନାହାନ୍ତି
							
ஒத்த சொற்கள் : ପରମସୁନ୍ଦରୀ, ବିଶ୍ୱସୁନ୍ଦରୀ
பிற மொழிகளில் மொழிபெயர்ப்பு :
பொருள் : ଫରାସୀ ଅନୁଶ୍ରୁତି ଅନୁସାରେ କାଫ ପର୍ବତରେ ବସବାସ କରୁଥିବା ଡେଣାଯୁକ୍ତ କଳ୍ପିତ ପରମ ସୁନ୍ଦର ସ୍ତ୍ରୀ
							எடுத்துக்காட்டு : 
							ମାଆ ତା ପିଲାଙ୍କୁ ପରୀ କାହାଣୀ ଶୁଣାଉଛନ୍ତି
							
பிற மொழிகளில் மொழிபெயர்ப்பு :
फ़ारस की अनुश्रुति के अनुसार काफ़ पर्वत पर बसनेवाली परों से युक्त कल्पित परम सुंदर स्त्री।
माँ अपने बच्चे को परियों की कहानी सुना रही है।