பொருள் : ଚେୟାରରେ ବସିଥିବା ଲୋକର ପାଦ ରଖିବାପାଇଁ ବ୍ୟବହୃତ ଗୋଟିଏ ଛୋଟ ଚୌକି
							எடுத்துக்காட்டு : 
							ସେ ଚେୟାରରେ ବସିବା ମାତ୍ରେ ହିଁ ପାଦାନୀ ଉପରେ ନିଜର ପାଦ ରଖିଲା
							
ஒத்த சொற்கள் : ପାଦରଖା
பிற மொழிகளில் மொழிபெயர்ப்பு :
பொருள் : ପାଦ ରଖିବା ପାଇଁ ବସ୍ତୁ ବା ସ୍ଥାନ
							எடுத்துக்காட்டு : 
							ପାଦାନୀ ସୁବିଧା ଥିବାରୁ ପାଦକୁ ଆରାମ ମିଳୁଛି
							
ஒத்த சொற்கள் : ପାଦରଖା
பிற மொழிகளில் மொழிபெயர்ப்பு :
பொருள் : ପାଦ ରଖିବାର ଆସନ
							எடுத்துக்காட்டு : 
							ଶ୍ୟାମା ପାଦକୁ ଆରାମ ଦେବାପାଇଁ ତାକୁ ପାଦରଖା ଉପରେ ରଖେ
							
ஒத்த சொற்கள் : ପାଦରଖା
பிற மொழிகளில் மொழிபெயர்ப்பு :