பொருள் : ଶରୀରରେ ଥିବା ପଞ୍ଚବାୟୁ ମଧ୍ୟରୁ ଗୋଟିଏ ଯାହା ମୁଖରେ ସଂଚରଣ କରେ
							எடுத்துக்காட்டு : 
							ପ୍ରାଣବାୟୁ ଶରୀର ନିମନ୍ତେ ଅତ୍ୟନ୍ତ ମହତ୍ତ୍ୱପୂର୍ଣ୍ଣ କାରଣ ଏହାଦ୍ୱାରା ଶରୀରର ଚେତନା ରହେ
							
ஒத்த சொற்கள் : ପ୍ରାଣବାୟୁ
பிற மொழிகளில் மொழிபெயர்ப்பு :
शरीर में स्थित पंचवायु में से एक जो मुख प्रदेश में संचरण करती है।
प्राण वायु शरीर के लिए अत्यन्त महत्त्वपूर्ण है क्योंकि शरीर में चेतनता इसी के द्वारा रहती है।பொருள் : ପ୍ରାୟଃ ସର୍ବତ୍ର ଚଳମାନ ଏକ ତତ୍ତ୍ୱ ଯାହା ସାରା ପୃଥିବୀରେ ବ୍ୟାପ୍ତ ଏବଂ ଯେଉଁଥିରେ ପ୍ରାଣୀ ଶ୍ୱାସ ନେଇଥାନ୍ତି
							எடுத்துக்காட்டு : 
							ପବନ ଅଭାବରେ ଜୀବନ କଳ୍ପନା କରାଯାଇପାରିବ ନାହିଁ
							
ஒத்த சொற்கள் : ଅନିଳ, ଜୀବନ, ପବନ, ବାୟୁ, ମରୁତ, ସମୀର
பிற மொழிகளில் மொழிபெயர்ப்பு :
प्रायः सर्वत्र चलता रहने वाला वह तत्व जो सारी पृथ्वी पर व्याप्त है और जिसमें प्राणी साँस लेते हैं।
हवा के अभाव में जीवन की कल्पना नहीं की जा सकती।பொருள் : ପ୍ରାଣୀମାନଙ୍କର ସେହି ଚେତନ ଶକ୍ତି ଯେଉଁଥିପାଇଁ ସେ ଜୀବିତ ରହନ୍ତି
							எடுத்துக்காட்டு : 
							ଶରୀରରୁ ପ୍ରାଣର ବର୍ହିଗମନ ହେଉଛି ମୃତ୍ୟୁ
							
ஒத்த சொற்கள் : ଜୀବ, ଜୀବନ, ଜୀବନ ଶକ୍ତି, ପ୍ରାଣଶକ୍ତି
பிற மொழிகளில் மொழிபெயர்ப்பு :
The vital principle or animating force within living things.
spiritபொருள் : ଜୀବିତ ପ୍ରାଣୀ
							எடுத்துக்காட்டு : 
							ପହଁରାଳୀଙ୍କ ଯୋଗୁଁ ବଢ଼ିରେ ବୁଡ଼ି ଯାଉଥିବା ଅନେକ ଜୀବନ ବଞ୍ଚିଗଲା
							
ஒத்த சொற்கள் : ଜୀବନ
பிற மொழிகளில் மொழிபெயர்ப்பு :