பொருள் : ସୌର ଜ୍ୟୋତିଷାନୁସାରେ ଯେଉଁ ବ୍ୟକ୍ତିର ଜନ୍ମ ସୂର୍ଯ୍ୟ ବୃଷରାଶିରେ ଥିବାବେଳେ ହୋଇଛି ଏବଂ ଚାନ୍ଦ୍ର ଜ୍ୟୋତିଷାନୁସାରେ ଯେଉଁ ବ୍ୟକ୍ତିର ଜନ୍ମ ଚନ୍ଦ୍ର ବୃଷରାଶିରେ ଥିବାବେଳେ ହୋଇଛି
							எடுத்துக்காட்டு : 
							ବୃଷରାଶିମାନଙ୍କ ପାଇଁ ଏହି ବର୍ଷ ଅତ୍ୟଧିକ ଫଳଦାୟକ
							
ஒத்த சொற்கள் : ବୃଷଭରାଶି, ବୃଷରାଶି, ବୃଷରାଶିର
பிற மொழிகளில் மொழிபெயர்ப்பு :
सौर ज्योतिषानुसार वह व्यक्ति जिसका जन्म तब हुआ हो जब सूर्य वृषराशि में हो।
वृषराशिवालों के लिए यह वर्ष अत्यधिक फलदायी है।பொருள் : ଦ୍ୱାଦଶ ରାଶିମାନଙ୍କ ମଧ୍ୟରୁ ଦ୍ୱିତୀୟ ରାଶି ଯେଉଁଥିରେ ଶହେ ଏକାଚାଳିଶ ତାରା ଅଛନ୍ତି ଏବଂ କୃତ୍ତିକାର ଶେଷ ତିନିପାଦ, ସମ୍ପୂର୍ଣ୍ଣ ରୋହିଣୀ, ଏବଂ ମୃଗଶିରାର ପ୍ରଥମ ଦୁଇପାଦ ଅଛନ୍ତି
							எடுத்துக்காட்டு : 
							ବୃଷରାଶିର ଚିହ୍ନ ବଳଦ
							
ஒத்த சொற்கள் : ବୃଷ, ବୃଷଭ ରାଶି, ବୃଷରାଶି
பிற மொழிகளில் மொழிபெயர்ப்பு :
The second sign of the zodiac. The sun is in this sign from about April 20 to May 20.
bull, taurus, taurus the bullபொருள் : କଂସର ସହଯୋଗୀଥିବା ଜଣେ ଦୈତ୍ୟ
							எடுத்துக்காட்டு : 
							ବୃଷଭାସୁରକୁ କୃଷ୍ଣ ମାରିଥିଲେ
							
ஒத்த சொற்கள் : ଅରିଷ୍ଟ, ଅରିଷ୍ଟାସୁର, ବୃଷଭାସୁର
பிற மொழிகளில் மொழிபெயர்ப்பு :