பொருள் : ଅଧିକ ପାଣି ବର୍ଷିବା କାରଣରୁ ନଦୀ ବା ଗାଡ଼ିଆଆଦିର ଜଳ ନିଜର ସାଧାରଣ ସ୍ତର ବା ସୀମାଠାରୁ ବଢ଼ି ଏଣେ ତେଣେ ମାଡ଼ି ଯିବା କ୍ରିୟା
							எடுத்துக்காட்டு : 
							ଅତ୍ୟଧିକ ବର୍ଷା କାରଣରୁ ଅଧିକଂଶ ନଦୀରେ ବଢ଼ି ଆସିଯାଇଛି
							
ஒத்த சொற்கள் : ଜଳ ପ୍ଳାବନ, ବନ୍ୟା
பிற மொழிகளில் மொழிபெயர்ப்பு :
The rising of a body of water and its overflowing onto normally dry land.
Plains fertilized by annual inundations.