பொருள் : କୌଣସି ବସ୍ତୁର କିଛି ଅଂଶ ଖଣ୍ଡିତ, ଭଗ୍ନ, ବା ଅଚଳ କରିବା
							எடுத்துக்காட்டு : 
							ବାଡ଼ିରେ ବାଡ଼େଇ ବାଡ଼େଇ ଗାଇଆଳ ଗାଇର ଗୋଡ଼ ଭାଙ୍ଗି ଦେଲା ବେଶି ବଦମାସି କଲେ ତମର ମୁଣ୍ଡ ଫଟେଇଦେବୁ
							
ஒத்த சொற்கள் : ଫଟେଇବା, ଭଗ୍ନ କରିବା
பிற மொழிகளில் மொழிபெயர்ப்பு :
பொருள் : ଟଙ୍କାପଇସାଆଦି ବଦଳାଇବା
							எடுத்துக்காட்டு : 
							ଫଳବାଲା ପାଖରେ ପାଞ୍ଚଶହ ଟଙ୍କିଆ ନୋଟର ଖୁଚୁରା ନଥିଲା ଭାଙ୍ଗିଲାନାହିଁ
							
ஒத்த சொற்கள் : ଖୁଚୁରାନଥିବା, ବଦଳାଇବା, ଭଙ୍ଗାଇବା
பிற மொழிகளில் மொழிபெயர்ப்பு :
பொருள் : କାନ୍ଥ, ଘର ଆଦିକୁ ଭାଙ୍ଗି ଖସେଇବା
							எடுத்துக்காட்டு : 
							ସୋହନ ନୂଆଘର ତିଆରି କରିବାପାଇଁ ପୁରୁଣା ଘରକୁ ଭାଙ୍ଗୁଛି
							
பிற மொழிகளில் மொழிபெயர்ப்பு :
பொருள் : ଶରୀରର ଗଣ୍ଠି ବା ଉଦ୍ବେଗ ଯୋଗୁଁ ପୀଡ଼ା ଜାତ ହେବା(ବିଶେଷକରି ହାଡ଼ ଓ ଖଞ୍ଜାରେ )
							எடுத்துக்காட்டு : 
							ସର୍ଦ୍ଦି-ଥଣ୍ଡା, ଜରଆଦିରେ ଶରୀର ଦୁର୍ବଳହୁଏ
							
ஒத்த சொற்கள் : ଦୁର୍ବଳ
பிற மொழிகளில் மொழிபெயர்ப்பு :
பொருள் : ଟଙ୍କା,ନୋଟ ଆଦିକୁ ଛୋଟ ମୁଦ୍ରା ବା ଟଙ୍କାରେ ପରିଣତ କରିବା
							எடுத்துக்காட்டு : 
							ହଜାର ଟଙ୍କିଆ ନୋଟଟି କେଉଁଠି ଭାଙ୍ଗିଲାନାହିଁ
							
ஒத்த சொற்கள் : ଖୁଚୁରାହେବା, ରେଜାହେବା
பிற மொழிகளில் மொழிபெயர்ப்பு :
பொருள் : ଏକାଥରକେ ଅନେକ ପରିମାଣରେ ଆସିବା
							எடுத்துக்காட்டு : 
							ମହୁମାଛିମାନେ ଭାଙ୍ଗିଲେ ଆଉ ଲୋକମାନଙ୍କୁ ବିନ୍ଧିବାକୁ ଲାଗିଲେ  ସିନେମାଘର ବାହାରେ ଭିଡ଼ ଭାଙ୍ଗୁଛି
							
ஒத்த சொற்கள் : ଉଛୁଳି ପଡ଼ିବା
பிற மொழிகளில் மொழிபெயர்ப்பு :